ରାୟଗଡ
ଓଡିଶାର ପ୍ରଥମ ଜିଲ୍ଲା ବ୍ଲଗ ଏବେ ଓଡିଆରେ
Tuesday, August 16, 2011
ତହସିଲଦାର ଗୁଡାରି ମାୟା ପ୍ରଧାନଂକର ବଦଲୀ
ତହସିଲଦାର ଗୁଡାରି ମାୟା ପ୍ରଧାନଂକର ବଦଲୀ ହେଇଛି. ଗୁଡାରିରେ ଥିଲାବେଳେ କାର୍ୟରେ ଅଵହେଲା କରୁଥିଵା ଜୋଗୂ ତାଂକର ବଦଲି ହେବର ସୂନା ଜାଉଛି. ରାୟଗଡା ଜିଲ୍ଲାପାଲ, ଡା. ନିତୀନ ଭାନୂଦାସ ଜାୱଳେ ତାଂକୂ ତା ୧୬.୦୮.୧୧ ରିଖ, ରେ ରେଲୀଭ କରିଛନ୍ତି. ତାଂକର ଜାଗାରେ ତହସିଲଦାର ପଦ୍ମପୂର ଦାୟିତ୍ଵ ଗ୍ରହନ କରିବେ.
ରାୟଗଡ ଜିଲ୍ଲା ବ୍ଲ୍ ଗ ଏବେ ଓଡିଆ ରେ
ରାୟଗଡ ଜିଲ୍ଲା ରେ ଘଟୂଥିବା ଵିଭିନ୍ନ ଘଟନାର ସଟିକ ଵିଵରନୀ ପାଇ Free and Open Source Media (FOSM), ରାୟଗଡର ଏଟା ଗୋଟିଏ ପ୍ରୟାସ. ଏତଦ୍ୱାରା ଆମେ ରାୟଗଡଵାସୀ ଲୋକମାନଂକ ଓଡିଆ ଭାଷାରେ ସୂଚନା ଦେବାପାଇ ଅନୁରୋଧ କରିବାକୂ ଚାହୂଛୂ .
Subscribe to:
Posts (Atom)