ତହସିଲଦାର ଗୁଡାରି ମାୟା ପ୍ରଧାନଂକର ବଦଲୀ ହେଇଛି. ଗୁଡାରିରେ ଥିଲାବେଳେ କାର୍ୟରେ ଅଵହେଲା କରୁଥିଵା ଜୋଗୂ ତାଂକର ବଦଲି ହେବର ସୂନା ଜାଉଛି. ରାୟଗଡା ଜିଲ୍ଲାପାଲ, ଡା. ନିତୀନ ଭାନୂଦାସ ଜାୱଳେ ତାଂକୂ ତା ୧୬.୦୮.୧୧ ରିଖ, ରେ ରେଲୀଭ କରିଛନ୍ତି. ତାଂକର ଜାଗାରେ ତହସିଲଦାର ପଦ୍ମପୂର ଦାୟିତ୍ଵ ଗ୍ରହନ କରିବେ.
No comments:
Post a Comment